ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ଗ୍ରୀଷ୍ମ ଦିନ ଆରମ୍ଭ ନ ହେଉଣୁ ରାଜଧାନୀ ଭୁବନେଶ୍ଵରରେ ଅସମ୍ଭାଳ ଖରା ଦେଖାଯାଇଛି । ଦିନକୁ ଦିନ ତାତି ବଢୁଥିବାର ଦେଖାଯାଉଛି । ତେବେ ୨୪ ଫେବୃଆରୀରେ ଭୁବନେଶ୍ଵରର ତାପମାତ୍ରା ୩୮ ଡିଗ୍ରୀ ସେଲସିୟସ୍ ଥିବା ବେଳେ, ୨୫ ଫେବୃୟାରୀରେ ୩୯.୪ ଡିଗ୍ରୀ ସେଲସିୟସ୍ । ତେବେ ଗୋଟିଏ ଦିନ ମଧ୍ୟରେ ଏହି ତାପମାତ୍ରାରେ ୩ ଡିଗ୍ରୀ ବୃଦ୍ଧି ଘଟିଛି । ଆଜି ତାପମାତ୍ରା ୪୨.୭ ଡ଼ିଗ୍ରୀ ଆଜି ପର୍ଯ୍ୟନ୍ତ ରେକର୍ଡ ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ତେବେ ଏହି ତାପମାତ୍ରା ସହ ଦେଶର ଉତ୍ତପ୍ତ ସହର ଭାବେ ଭୁବନେଶ୍ଵର ପରିଚିତ ହୋଇଛି ।
#ଦେଶର ଉତ୍ତପ୍ତ ସହର #ଭୁବନେଶ୍ୱର
୧୯୬୩ ପେବୃୟାରୀ #୨୩ତାରିଖରେ ରେକର୍ଡ ହୋଇଥିବା #ସର୍ବୋଚ୍ଚ ଦିନ ତାପମାତ୍ରା ୪୨.୭ ଡ଼ିଗ୍ରୀ ଆଜି ପର୍ଯ୍ୟନ୍ତ ରେକର୍ଡ ହୋଇଥିବା #ଭୁବନେଶ୍ୱର ରେ ଫେବୃଆରୀ ମାସର ସର୍ବାଧିକ ଦିନ ତାପମାତ୍ରା pic.twitter.com/KjuI1GwzRR— Meteorological Centre, Bhubaneswar (@mcbbsr) February 26, 2021