ସନ୍ଷ୍ଟାର ଟିଭି ବ୍ୟୁରୋ
ମୁମ୍ବାଇ: ବଲିଉଡର ସଫଳ ଅଭିନେତ୍ରୀଙ୍କ ନାମ ମଧ୍ୟରେ ପ୍ରିୟଙ୍କା ଚୋପ୍ରାଙ୍କ ନାମ ଆଗରେ ରହିଥାଏ । ଫ୍ୟାସନ୍ ଏବଂ ଅଭିନୟ ମାମଲାରେ ତାଙ୍କର ନିପୁଣ ଦକ୍ଷତା ରହିଛି । କିନ୍ତୁ ବେଳେ ବେଳେ ଏଥିପାଇଁ ଫ୍ୟାନମାନେ ତାଙ୍କର ମଜାକ ମଧ୍ୟ ଉଡାଇଥାନ୍ତି । ଅନେକ ଥର ପ୍ରିୟଙ୍କା ନିଜର ଅଜବ ଡ୍ରେସିଂ ସେନ୍ସ ପାଇଁ ଟ୍ରୋଲ ମଧ୍ୟ ହୋଇସାରିଛନ୍ତି। ଏହି ଟ୍ରୋଲ ପାଇଁ ପ୍ରିୟଙ୍କା ମଧ୍ୟ ଖୁବ୍ ଆନନ୍ଦ ଉଠାନ୍ତି ।
ତେବେ ନିକଟରେ ତାଙ୍କର ଅଜବ ଡ୍ରେସ ପାଇଁ ଫ୍ୟାନମାନେ ତାଙ୍କର ମଜାକ୍ ଉଡାଇଛନ୍ତି । ପ୍ରିୟଙ୍କାଙ୍କ ସେହି ଲୁକ୍ ସହିତ ଫ୍ୟାନମାନେ ଅନେକ ମିମ୍ସ ତିଆରି କରିଛନ୍ତି ଯାହାକୁ ନିଜେ ପ୍ରିୟଙ୍କା ଇନ୍ଷ୍ଟାଗ୍ରାମରେ ସେୟାର କରିଛନ୍ତି । ଓ ଫ୍ୟାନମାନଙ୍କୁ ଏପରି ଫନି ମିମ୍ସ ବନାଇଥିବାରୁ ତାଙ୍କୁ ଧନ୍ୟବାଦ ମଧ୍ୟ ଦେଇଛନ୍ତି ।
— Red Voice (@opadhy) February 24, 2021
 
Hope you like this one too😝☺️💕https://t.co/ci4nHteNSV
— 👑𝐓𝐀𝐍𝐘𝐀♥️𝐆𝐎𝐄𝐋👑 #TeamHallaBol😈 (@celebtani) February 24, 2021
;