ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଚେନ୍ନାଇରେ ୨୦୨୧ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ବା ଆଇପିଏଲ ପାଇଁ ଖେଳାଳି ନିଲାମ ପ୍ରକ୍ରିୟା ଆରମ୍ଭ ହୋଇଛି । ୧୪.୨୫ କୋଟି ଟଙ୍କାରେ ମ୍ୟାକ୍ସୱେଲଙ୍କୁ କିଣିଛି ଆରସିବି । ଷ୍ଟିଭ ସ୍ମିଥଙ୍କୁ ୨.୨୦ କୋଟି ଟଙ୍କାରେ ନେଇଛି ଦିଲ୍ଲୀ କ୍ୟାପିଟାଲ୍ସ । ସକିମ ଅଲ ହାସନଙ୍କୁ ୩.୨୦ କୋଟି ଟଙ୍କାରେ କିଣିଛି କେକେଆର । ନିଲାମ ପ୍ରକ୍ରିୟାରେ ୮ଟି ଫ୍ରାଞ୍ଚାଇଜ୍ ଓ ୨୯୨ ଖେଳାଳି ସାମିଲ ହୋଇଛନ୍ତି । ମୋଇନ ଅଲ୍ଲୀଙ୍କୁ ୭ କୋଟି ଟଙ୍କାରେ କିଣିଛି ଚେନ୍ନାଇ ସୁପର କିଙ୍ଗ ।