ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ବାଣୀବିହାରରେ ଛାତ୍ରୀ ଅଶାନ୍ତି। ବିଭିନ୍ନ ଅସୁବିଧା ନେଇ ତାତିଲେ ଛାତ୍ରୀ। ଛାତ୍ରୀମାନେ ପିଜି କାଉନସିଲ ଅଫିସ୍ ଘେରାଉ କରିଛନ୍ତି। ଛାତ୍ରୀମାନେ ବିଭିନ୍ନ ଅସୁବିଧାର ଆଶୁ ସମାଧାନ ଦାବି କରିଛନ୍ତି।
ହଷ୍ଟେଲ୍ ଫି ହ୍ରାସ କରିବା ପାଇଁ ଛାତ୍ରୀ ମାନେ ଧାରଣାରେ ବସିଥିବା ସୂଚନା ।