ସନ୍ଷ୍ଟାର ଟିଭି ବ୍ୟୁରୋ
ଯାଜପୁର: ବିବାହ ଭୋଜି ଖାଇ ୪୦ରୁ ଅଧିକ ଅସୁସ୍ଥ । ଏପରି ଏକ ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ବାବଲପୁର ଗାଁରେ ।ଗତକାଲି ରାତିରେ ବିବାହ ଭୋଜି ଗୋଟିଏ ଗାଁର ୪୦ରୁ ଉର୍ଦ୍ଧ୍ଵ ଲୋକ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିଲେ । ଏହାପରେ ସେମାନଙ୍କୁ ଯାଜପୁର ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତେବେ ଫୁଡ ଫଏଜନ ବା ଖାଦ୍ୟରେ ବିଷକ୍ରିୟା ପାଇଁ ଏପରି ହୋଇଥିବା ଅନୁମାନ କରାଯାଉଛି ।