ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ରାଜ୍ୟରେ ଦିନକୁ ଦିନ କରୋନାର ପ୍ରଭାବ ହ୍ରାସ ପାଇବାରେ ଲାଗିଛି । ତେବେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ମାତ୍ର ୯୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ କ୍ଵାରେଣ୍ଟାଇନ ସେଣ୍ଟରରୁ ୫୮ ଜଣ ରହିଥିବା ବେଳେ ଲୋକାଲ କଣ୍ଟାକ କେସ୍ ୪୧ ରହିଛି ବୋଲି ରହିଛି ବୋଲି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି । ତେବେ ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ ୨୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଏଥିସହ ଗତ ୨୪ ଘଣ୍ଟା ମଧ୍ୟରେ ୧୪୦ ଜଣ ସୁସ୍ଥ ହୋଇଥିବା ସୂଚନା ମିଳିଛି ।ତେବେ ରାଜ୍ୟରେ ମୋଟ ୭୫୮୮୬୦୩ ଜଣଙ୍କ କୋଭିଡ-୧୯ ପରୀକ୍ଷା ହୋଇଥିବା ବେଳେ ସେଥିରୁ ପଜିଟିଭ୍ କେସ୍ ୩୩୪୫୨୯ ରହିଛି ।ସୁସ୍ଥ କେସ୍ ୩୩୧୨୮୪ ରହିଥିବା ବେଳେ ସକ୍ରଂମିତଙ୍କ ସଂଖ୍ୟା ୧୨୮୬ ରହିଛି ।
Covid-19 Report For 25th January, 2021
New Positive Cases: 99
In quarantine: 58
Local contacts: 41(Details of local contacts will be shared by concerned District Administration)
District Wise Cases:
1. Angul: 6
2. Balasore: 7
3. Bargarh: 3
4. Balangir: 1
5. Boudh: 1— I & PR Department, Odisha (@IPR_Odisha) January 26, 2021
6. Cuttack: 8
7. Dhenkanal: 1
8. Ganjam: 1
9. Jajpur: 4
10. Jharsuguda: 1
11. Kandhamal: 1
12. Khurda: 14
13. Koraput: 1
14. Mayurbhanj: 3
15. Nuapada: 8
16. Puri: 4
17. Rayagada: 3
18. Sambalpur: 9— I & PR Department, Odisha (@IPR_Odisha) January 26, 2021
 
19. Sundargarh: 20
20. State Pool: 3New recoveries: 140
Cumulative tested: 7588603
Positive: 334529
Recovered: 331284
Active cases: 1286— I & PR Department, Odisha (@IPR_Odisha) January 26, 2021
;