ସନ୍ଷ୍ଟାର ଟିଭି ବ୍ୟୁରୋ
ଓଡିଶାର ଆର୍ଦଶରେ ବିଦ୍ୟାଳୟରେ ଖୋଲାଯିବ ବାଣିଜ୍ୟ ବିଭାଗ । ଏ ନେଇ ଓଡିଶା ସରକାର ପ୍ରସ୍ତାବିତ ଅନୁମୋଦନକୁ ଅନୁମତି ଦେଇସାରିଛନ୍ତି । ଆର୍ଦଶ ବିଦ୍ୟାଳୟରେ ବାଣିଜ୍ୟ ବିଭାଗକୁ ଖୋଲିବାକୁ ଅନୁମତି ଦେଇଛନ୍ତି ରାଜ୍ୟସରକାର ।
।ରାଜ୍ୟରେ ଥିବା ୩୦ଟି ଓଡିଶା ଆର୍ଦଶ ବିଦ୍ୟାଳୟରେ ବାଣିଜ୍ୟ ବିଭାଗ ଖୋଲିବାକୁ ନିଷ୍ପତି ନିଆଯାଇଛି ଓ ଆସନ୍ତା ଶିକ୍ଷାବର୍ଷରୁ ଏହି ବିଦ୍ୟାଳୟରେ ବାଣିଜ୍ୟ ବିଭାଗ ଖୋଲାଯିବ ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞନ ଦାସ । ତେବେ ଗ୍ରାମାଞ୍ଚଳର ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କୁ ମାଗଣାରେ ଶିକ୍ଷାଦାନ କରିବାକୁ ଖୋଲାଯାଇଛି ଏହି ଓଡିଶା ଆଦର୍ଶ ବିଦ୍ୟାଳୟ ।ତେବେ ପୂର୍ବ ଶିକ୍ଷାବର୍ଷରେ ବିଜ୍ଞାନ ବିଭାଗକୁ ମଧ୍ୟ ଯୋଗ କରାଯାଇଥିଲା ।
Further expanding the Odisha Adarsha Vidyalaya (OAV) programme, #Odisha Government will soon start Commerce stream in 30 OAVs. The decision will benefit thousands of students by ensuring high quality education in the commerce stream.https://t.co/W7TUCXHv0A
— CMO Odisha (@CMO_Odisha) January 16, 2021