ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଦ୍ୟୋଗିକ ମନ୍ତ୍ରାଳୟ ଓ ଇନ୍ଟେଲର ମିଳିତ ଉଦ୍ୟମରେ ଗଠିତ Responsible Artificial Intelligence (AI) କାର୍ଯ୍ୟକ୍ରମର ଦ୍ଵିତୀୟ ପର୍ଯ୍ୟାୟରେ ସ୍ଥାନ ପାଇଛନ୍ତି ଓଡିଶାର ୮ ଜଣ ଛାତ୍ରଛାତ୍ରୀ ।
ସେମାନେ ହେଲେ ସୁଚିସ୍ମିତା ଦିକ୍ଷିତ, ପାୟୋଧି ତନୟା ଜଗଦେବ, ସୁଶୋଭନ ମିଶ୍ର, ଆକାଶ ଚାନ୍ଦ, ଶୁଶ୍ରୀ ସଙ୍ଗିତା ମିଶ୍ର, ଅଭିଲିପ୍ସା ଭୋଳ, ଆକାଂକ୍ଷା ବେହୁରିଆ, ଅଭିନାଶ ଦାସ । ତେବେ ଓଡିଶାକୁ ଗୌରବାନ୍ଵୀତ କରିଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ ଶୁଭେଚ୍ଛା ଜଣାଇ ଜଣାଇଛନ୍ତି ।ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯୁବ ଛାତ୍ର ଛାତ୍ରୀଙ୍କୁ ଆଗାମୀ ଯୁଗ ପାଇଁ ଟେକ୍ନୋଲୋଜି କ୍ଷେତ୍ର ପାଇଁ ପ୍ରସ୍ତୁତ କରିବା ।
Glad to know that eight students from #Odisha have been selected for Phase 2 of Responsible Artificial Intelligence (AI) for Youth programme organised jointly by @GoI_MeitY and @IntelIndia. Wish them best for future. pic.twitter.com/tyvp6KvctJ
— Naveen Patnaik (@Naveen_Odisha) January 15, 2021