ସନ୍ଷ୍ଟାର ଟିଭି ବ୍ୟୁରୋ
କନ୍ଧମାଳ: ରାସ୍ତାରେ ଯାଉଥିବା ବେଳେ ବସ୍ରେ ଲାଗିଲା ନିଆଁ । ଅଳ୍ପକେ ବର୍ତ୍ତିଗଲେ ୩୦ ଜଣ ଯାତ୍ରୀ । ତେବେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲାର ଧୁଙ୍ଗିଆଦିଆ ଘାଟିରେ । ବସ୍ଟି ସକାଳୁ ଏମ୍. ରାମପୁରରୁ ଭଞନଗର ଯାଉଥିବା ସମୟରେ ଏହି ଘଟଣା ଘଟିଛି । ତେବେ ଯାତ୍ରୀମାନେ ସୁରକ୍ଷିତ ଥିବା ବେଳେ ସେମାନଙ୍କ ଜିନିଷପତ୍ର ପୋଡିଯାଇଛି । ତେବେ ନିଆଁ ଲାଗିବାର କାରଣ ଜଣା ପଡିନାହିଁ ।