ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଭୁବନେଶ୍ୱର ଏମବିଏସ ସ୍କୁଲର ଜଣେ ଛାତ୍ର ‘ମୋ ବସ୍’ରେ ସ୍କୁଲ ଯିବା ଆସିବାକୁ ନେଇ ଆଇପିଏସଙ୍କୁ ଟ୍ୱିଟ କରିଛନ୍ତି । ଖାଲି ସେତିକି ନୁହେଁ ମୋ ବସ୍ ର ସମୟକୁ ନେଇ ଅନେକ ସମସ୍ୟା ହେଉଥିବାରୁ ଏଥି ପ୍ରତି ଦୃଷ୍ଟି ଦେବାକୁ କହିଥିଲେ । ଉକ୍ତ ଛାତ୍ରଙ୍କର ନାମ ହେଲା ସାଇ ଅନ୍ୱେଶ ପ୍ରଧାନ । ସୁଚନା ଅନୁଯାୟୀ, ସାଇ ପ୍ରତିଦିନ ବିଦ୍ୟାଳୟକୁ ‘ମୋ ବସ୍’ ରେ ଯିବାଆସିବା କରନ୍ତି । ମାତ୍ର ତାଙ୍କ ସ୍କୁଲ ସମୟ ୭.୩୦ ରହିଥିବା ବେଳେ, ବସ୍ ୭.୪୦ ରେ ପହଞ୍ଚିଥାଏ । ଯଦ୍ୱାରା ସେ ବିଳମ୍ବରେ ସ୍କୁଲରେ ପହଞ୍ଚନ୍ତି ।
ଏହି ଅଭିଯୋଗ ପରେ ଆଇପିଏସ ଅରୁଣ ବୋଥ୍ରା ତତ୍ପରତା ଦେଖାଇ ‘ମୋ ବସ୍’ ସମୟକୁ ପରିବର୍ତ୍ତନ କରାଇଛନ୍ତି । ବସ୍ ସମୟକୁ ୭.୪୦ ରୁ ୭.୦୦ କରିଛନ୍ତି । ଯାହାଫଳରେ ସାଇଙ୍କୁ ସ୍କୁଲ ଯିବାରେ ଅସୁବିଧା ହେବନାହିଁ ବୋଲି ସେ କହିଛନ୍ତି । କ୍ରୁଟ ବିଭାଗ ଓ ନିଜ ଟିମ ମେମ୍ଵରଙ୍କୁ କୁ ଧନ୍ୟବାଦ ଜଣାଇଛନ୍ତି ଅରୁଣ ବୋଥ୍ରା ।
Dear Sai#MoBus moves with love of commuters like you. The timing of your bus will be changed from Monday. The first bus will start at 7 AM. You won’t be late for school.
With affection from entire team of @CRUT_BBSR. https://t.co/kimd85bXIg
— Arun Bothra (@arunbothra) January 9, 2021
Yes, @CRUT_BBSR actually has a fabulous team.
1. An alert Communication Team picked the request tweet. Shared with seniors.
2. Operation Team was asked if it’s feasible to change bus timings. They were more than happy to help.
3. A decision was quickly taken and communicated. https://t.co/qeXbIxZWbK— Arun Bothra (@arunbothra) January 9, 2021