ସନ୍ଷ୍ଟାର ଟିଭି ବ୍ୟୁରୋ
ଖୋର୍ଦ୍ଧା: ଖୋର୍ଦ୍ଧାରେ ଦେଖାଦେଇଛି କୁକୁଡ଼ା ମଡ଼କ ।ଖୋର୍ଦ୍ଧାର ବେଗୁନୀଆ ବ୍ଲକରେ କୁକୁଡ଼ା ଫାମରେ ଶହ ଶହ ସଂଖ୍ୟାରେ କୁକୁଡ଼ା ମରି ପଡ଼ିଥିବାର ଦେଖିବାକୁ ମିଳିଛି । ଗତ ୨ରୁ ୩ ଦିନ ହେବ ଏହି ମଡକ ଦେଖାଯାଇଛି । ମାତ୍ର କୁକୁଡ଼ା ମଡ଼କର କାରଣ ଏପ୍ରର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି। କୁକୁଡ଼ା ମଡ଼କକୁ ନେଇ ଆଖପାଖ ଅଞ୍ଚଳରେ ଭୟର ବାତାବରଣ ମଧ୍ୟ ଦେଖାଯାଉଛି ।