ସନ୍ଷ୍ଟାର ଟିଭି ବ୍ୟୁରୋ
ଆଜି ରାତି ୮ ଯାଏ ଟ୍ଵିନ୍ ସିଟିରେ ଚଳାଚଳ କରିବ ‘ମୋ ବସ୍ । ‘ମୋ ବସ୍’ ଚଳାଚଳ ଉପରେ କଟକଣା ଲଗାଇ ଆଜି ରାତି ୮ପରେ ବସ୍ ସେବା ବନ୍ଦ ରହିବ । ଏନେଇ କ୍ରୁଟ୍ ପକ୍ଷରୁ ସୂଚନା ମିଳିଛି । ତେବେ ରାଜ୍ୟ ସରକାର ନୂଆବର୍ଷ ପାଇଁ ନାଇଟ କର୍ଫ୍ୟୁ ଲାଗୁ କରିଥିବା ବେଳେ ଆଜି ରାତିରୁ ମୋ ଚଳାଚଳ ଉପରେ ରୋକ ଲଗାଇବାକୁ ନେଇ କ୍ରୁଟ୍ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି ।