ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର : ଓଡିଶାର କୁଖ୍ୟାତ ଅପରାଧି ତଥା ଗ୍ୟାଙ୍ଗଷ୍ଟାର ରାଜା ଆଚର୍ଯ୍ୟଙ୍କ ନାମକେ ଜାରି ହୋଇଛି ଜାତୀୟ ନିରାପତ୍ତା ଆଇନ୍( ଏନ୍ଏସ୍ସି) । ଲୋକମାନଙ୍କୁ ଭୟଭୀତ କରି ଦାଦାବଟି ବା ଟଙ୍କା ଆଦାୟ କରୁଥିବା ଅଭିଯୋଗରେ ଏନ୍ଏସ୍ସି ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି କମିଶନରେଟ ପୋଲିସ । ତେବେ ଏ ନେଇ ସୂଚନା ଦେଇଛନ୍ତି କମିଶନରେେଟ ପୋଲିସ ।
ପୂର୍ବରୁ ଏକାଧିକ ଅପରାଧିକ ମାମଲାରେ ସଂପୃକ୍ତ ଥିବା କାରଣରୁ ଝାରପଡା ଜେଲରେ ଦିନ କାଟୁଛି ରାଜା ।