ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ଆଜି ସନ୍ଧ୍ୟା ୫ଟା ସମୟରେ ୫ଟି ଉପକ୍ରମ ଅଧିନରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରମିକମାନଙ୍କ ହିତସାଧନ ପାଇଁ ଲୋକାର୍ପଣ କରିବାକୁ ଯାଉଛନ୍ତି ପରେଶ୍ରମ(pareshram) ପୋର୍ଟାଲ । ଯାହା ମାଧ୍ୟମରେ ରାଜ୍ୟ ଶ୍ରମ ଓ କର୍ମଚାରୀ ବୀମା ବିଭାଗ ପକ୍ଷରୁ ବିଭିନ୍ନ ଶ୍ରମ ଆଇନ୍ ଅନ୍ତର୍ଗତ ୨୨ଟି ସେବାକୁ ଅନଲାଇନରେ ଉପଲବ୍ଧ କରାଯିବ ।
ଶ୍ରମିକଙ୍କ ଜୀବନଜୀବିକା ସୁରକ୍ଷିତ କରିବାକୁ ମୁଖ୍ୟମନ୍ତ୍ରୀ ୨୦କୋଟି ମାନବ ଦିବସ ସୃଷ୍ଟି ଉପରେ ଗୁରୁତ୍ଵ ଦେଇଛନ୍ତି। ବିଭିନ୍ନ ରୋଜଗାର ଯୋଜନାର ବ୍ୟାପକ କାର୍ଯ୍ୟକାରିତା ଉପରେ ସ୍ଵତନ୍ତ୍ର ଦୃଷ୍ଟି ଦିଆଯାଉଥିବା ବେଳେ ଗ୍ରାମୀଣ ଉଦ୍ୟୋଗର ବିକାଶ ପାଇଁ ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି
ରାଜ୍ୟରେ ଶ୍ରମିକମାନଙ୍କ ହିତସାଧନ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha #5T ଅଧୀନରେ #Pareshram ପୋର୍ଟାଲର ଲୋକାର୍ପଣ କରୁଛନ୍ତି। ଏହା ଜରିଆରେ @LESIOdisha ପକ୍ଷରୁ ବିଭିନ୍ନ ଶ୍ରମ ଆଇନ ଅନ୍ତର୍ଗତ ୨୨ଟି ସେବା ଅନଲାଇନରେ ଉପଲବ୍ଧ ହେବ। @MoSarkar5T @OCAC_Odisha #Odisha pic.twitter.com/bv6yJkUlqV
— CMO Odisha (@CMO_Odisha) December 17, 2020
 
ଶ୍ରମିକଙ୍କ ଜୀବନଜୀବିକା ସୁରକ୍ଷିତ କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ୨୦କୋଟି ମାନବ ଦିବସ ସୃଷ୍ଟି ଉପରେ ଗୁରୁତ୍ଵ ଦେଇଛନ୍ତି। ବିଭିନ୍ନ ରୋଜଗାର ଯୋଜନାର ବ୍ୟାପକ କାର୍ଯ୍ୟକାରିତା ଉପରେ ସ୍ଵତନ୍ତ୍ର ଦୃଷ୍ଟି ଦିଆଯାଉଥିବା ବେଳେ ଗ୍ରାମୀଣ ଉଦ୍ୟୋଗର ବିକାଶ ପାଇଁ ଆର୍ଥିକ ପ୍ୟାକେଜ ଘୋଷଣା ହୋଇଛି।https://t.co/fbAqfBJi78
— CMO Odisha (@CMO_Odisha) December 17, 2020
;