ସନ୍ଷ୍ଟାର ଟିଭି ବ୍ୟୁରୋ
ଆମେରିକା : ଭାରତରେ ଟିକାକରଣ ପାଇଁ ଅନୁମତି ଲୋଡିଛି ଆମେରିକୀୟ କମ୍ପାନୀ ଫାଇଜର୍ ଓ ଜର୍ମାନ କମ୍ପାନୀ ବାୟୋଏନ୍ଟେକ୍ ଦ୍ୱାରା ପ୍ରସ୍ତୁତ ଭ୍ୟାକ୍ସିନ୍ ।ଫାଇଜର ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ-ଡିସିଜିଆଇର ଅନୁମତି ଲୋଡ଼ିଛି । କମ୍ପାନୀ ଭାରତରେ ଫାଇଜରର ବଣ୍ଟନ ଏବଂ ଟିକାକରଣ ପାଇଁ କ୍ଲିନିକାଲ ଟ୍ରାଏଲ କରିବାକୁ ଅନୁମତି ମାଗିଥିବା ଜଣାଯାଇଛି ।
ଫାଇଜର ଟିକାର ସଂରକ୍ଷଣ ପାଇଁ ମାଇନସ୍ ୭୦ ଡିଗ୍ରୀ ପାରଦ ଆବଶ୍ୟକ ହେଉଥିବାରୁ ଶୀତଳୀକରଣ ବ୍ୟବସ୍ଥା ନିର୍ମାଣ କରିବା ମଧ୍ୟ ଭାରତ ପାଇଁ ଏକ ବଡ଼ ସମସ୍ୟା ରୂପେ ଉଭା ହେଉଛି । ଗତ ବୁଧବାର ବ୍ରିଟେନ୍ ସରକାର ବିଶ୍ୱର ପ୍ରଥମ ଦେଶ ଭାବେ ଫାଇଜର୍ ଟିକାକୁ ଅନୁମତି ଦେଇଥିଲେ । ତେବେ କରେ।ନାକୁ ରେ।କିବାକୁ ଭାରତ ସରକାର ଟିକାକୁ କେବେ ଅନୁମତି ଦେବେ ତାହା ଦେଖିବାକୁ ବାକି ରହିଲା। ଫାଇଜର ଟିକାର ସଂରକ୍ଷଣ ପାଇଁ ମାଇନସ୍ ୭୦ ଡିଗ୍ରୀ ପାରଦ ଆବଶ୍ୟକ ହେଉଥିବାରୁ ଶୀତଳୀକରଣ ବ୍ୟବସ୍ଥା ନିର୍ମାଣ କରିବା ମଧ୍ୟ ଭାରତ ପାଇଁ ଏକ ବଡ଼ ସମସ୍ୟା ରୂପେ ଉଭା ହେଉଛି । ଗତ ବୁଧବାର ବ୍ରିଟେନ୍ ସରକାର ବିଶ୍ୱର ପ୍ରଥମ ଦେଶ ଭାବେ ଫାଇଜର୍ ଟିକାକୁ ଅନୁମତି ଦେଇଥିଲେ । ତେବେ କରେ।ନାକୁ ରେ।କିବାକୁ ଭାରତ ସରକାର ଟିକାକୁ କେବେ ଅନୁମତି ଦେବେ ତାହା ଦେଖିବାକୁ ବାକି ରହିଲା ।ଏ ପର୍ଯ୍ୟନ୍ତ ଫାଇଜର ଟିକାର ମାନବ ପରୀକ୍ଷଣ ମଧ୍ୟ ଭାରତରେ ଆରମ୍ଭ ହୋଇନାହିଁ ।