ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ଗତ କିଛି ଦିନ ତଳେ ବିନା ହେଲମେଟରେ ବାଇକ ଚଲାଉଥିଲେ ବାଇକ ଚାଳକଙ୍କ ଲାଇସେନ୍ସ ରଦ୍ଧ କରାଯିବ ବୋଲି ଆଇନ କରାଯାଇଥିଲା ।ତେବେ ଆଜି ଏଥିରେ ପରିବର୍ତ୍ତନ ଆଣିଛନ୍ତି ରାଜ୍ୟ ପରିବହନ କର୍ତ୍ତୃପକ୍ଷ । ବାଇକ ଚାଳକଙ୍କ ସହ ପଛରେ ବସିଥିବା ବ୍ୟକ୍ତି ମଧ୍ୟ ହେଲମେଟ୍ ପିନ୍ଧିବା ଜରୁରୀ। ଯଦି ଉଭୟ ହେଲ୍ମେଟ୍ ପିନ୍ଧି ନଥିବେ, ତା’ହେଲେ ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସକୁ ସାମୟିକ ଭାବେ ବାତିଲ କରାଯିବ । ତେବେ ନାଗରିକଙ୍କ ସୁର ଓ ନିରାପଦକୁ ଦୃଷ୍ଟିରେ ରଖାଯାଇ ଏପରି ନିଷ୍ପତି ଗ୍ରହଣ କରାଯାଇଛି ବୋଲି କହିଛନ୍ତି ରାଜ୍ୟ ପରିବହନ କର୍ତ୍ତୃପକ୍ଷ ।
Diving licence will be suspended if both the ride and person sitting do not wear helmets. Please wear helmets for your safety. https://t.co/wxLcVVUAEr
— STA Odisha (@STAOdisha) December 5, 2020