ସନ୍ଷ୍ଟାର ଟିଭି ବ୍ୟୁରୋ
ସି-୧୩୦ଜେ ସୁପର ହର୍କ୍ୟୁଲସ୍ ସାମରିକ ପରିବହନ ବିମାନ ସମେତ ୯୦ ମିଲିୟନ ଡଲାରର ଅନ୍ୟାନ୍ୟ ସାମରିକ ଉପରକଣ ଭାରତକୁ ବିକ୍ରୟ କରିବା ପାଇଁ ଆଜି ଅନୁମୋଦନ ଦେଇଛି ଆମେରିକା। ଏହି ପ୍ରସ୍ତାବିତ ବିକ୍ରୟ ଆମେରିକା-ଭାରତ ମଧ୍ୟରେ ସାମରିକ ଓ ରାଜନୈତିକ ସମ୍ପର୍କକୁ ମଜବୁତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ବିଶେଷଜ୍ଞମାନେ କହୁଛନ୍ତି।