ସନ୍ଷ୍ଟାର ଟିଭି ବ୍ୟୁରୋ
ଦୀର୍ଘ ୩ ଦଶନ୍ଧି ବ୍ୟବଧାନ ପରେ ଭାରତଠାରୁ ପ୍ରଥମ ଥର ପାଇଁ ଚାଉଳ କିଣିଛି ଚୀନ୍ । ଚୀନ୍କୁ ବିଭିନ୍ନ ରାଷ୍ଟ୍ରରୁ ଚାଉଳ ଯୋଗାଣ ହ୍ରାସ ପାଇଛି । ତେଣୁ ଭାରତରୁ ଅଧିକ ରିହାତିରେ ଚାଉଳ ମିଳିବା କାରଣରୁ ଚୀନ୍ର ମନ ବଦଳିଛି । ଏବଂ ଭାରତୀୟ ଚାଉଳ ଉପରେ ଏହାର ଭରସା ବଢ଼ିଛି । ଏବେ ପୁଣି ଭାରତରୁ ଆମଦାନି ଆରମ୍ଭ କରି ଦେଇଛି ଚୀନ ।ଯାହା ଶିଳ୍ପ ବିଭାଗ ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି ।