ସନ୍ଷ୍ଟାର ଟିଭି ବ୍ୟୁରୋ
ଆଜି ହେଉଛି ଶିଖ୍ ଧର୍ମର ପ୍ରତିଷ୍ଠାତା ଗୁରୁ ନାନକଙ୍କ ଜନ୍ମ ଦିବସ । ଯାହା ଗୁରୁପର୍ବ ନାମରେ ମଧ୍ୟ ପରିଚିତ । ଶିଖ ସଂପ୍ରଦାୟର ଲୋକମାନେ ଖୁବ ଆଡମ୍ଵର ସହକାରେ ଏହି ଦିବସଟିକୁ ପାଳନ କରିଥାନ୍ତି ।ଏହି ଅବସରରେ ଭକ୍ତମାନେ ଏକତ୍ରିତ ହୋଇ ଗୁରୁଦ୍ଵାରରେ ୪୮ ଘଣ୍ଟା ଧରି ଗୁରୁଗ୍ରନ୍ଥ ସାହେବ ପୁସ୍ତକକୁ ପଢିଥାନ୍ତି । ଗୁରୁ ନାନକ ୧୪୬୯ ରେ ଏହି ଦିନରେ ଜନ୍ମ ଗ୍ରହଣ କରିଥିଲେ ।ତେବେ ଚଳିତ ବର୍ଷ କରୋନା କଟକଣା ପାଇଁ ଭକ୍ତମାନଙ୍କୁ ଏକତ୍ରିତ ହେବାକୁ ବାରଣ କରାଯାଇଛି ।
ତେବେ ଏହି ଦିବସରେ ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
Guru Nanak Dev Ji showed people the path of unity, harmony, fraternity, comity and service, and gave an economic philosophy to realize a lifestyle based on hard work, honesty and self-respect. His life and teachings are inspiration for all human-beings.
— President of India (@rashtrapatibhvn) November 30, 2020
Greetings to all fellow citizens, especially to our Sikh brothers and sisters in India and abroad, on the birth anniversary of Guru Nanak Dev Ji. On this sacred occasion, let us resolve to conduct ourselves in a manner so as to emulate his teachings.
— President of India (@rashtrapatibhvn) November 30, 2020