ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: କିଛି ଦିନ ହେବ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଛି । ଗତକାଲି ରାଜ୍ୟରେ ୬୪୪ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ଆଜି ୫୯୪ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନ ସେଣ୍ଟରରୁ ୩୪୩ ଥିବାବେଳେ ଲୋକାଲ କେସ ୨୫୧ ରହିଥିବା ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ କୁହାଯାଇଛି। ।
ଆଜି ଖୋଦ୍ଧାରୁ ସର୍ବାଧିକ ୫୬ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ତା ପଛକୁ ରହିଛି ସୁନ୍ଦରଗଡ ଓ ପୁରୀ । ଏହି ଦୁଇ ଜିଲ୍ଲାରୁ ୫୫ ଜଣ ଲେଖାଏ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ବାକି ୨୭ ଜିଲ୍ଲାର ଆକ୍ରାନ୍ତଙ୍କ ସଂଖ୍ୟା ୫୦ ତଳେ ରହିଛି। ଗଜପତି ଓ ନବଗଙ୍ଗପୁରରେ ସର୍ବନିମ୍ନ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ।
ଏହାକୁ ମିଶାଇ ରାଜ୍ୟରେ ପଜିଟିଭ ସଂଖ୍ୟା ୩,୧୭,୨୩୯ ଥିବାବେଳେ ଆକ୍ଟିଭ କେସ ରହିଛି ୬୬୨୯। ସୁସ୍ଥ ହୋଇ ଘରକୁ ଫେରିଲେଣି ୩,୦୮,୮୩୯।
Covid-19 Report For 26th November
New Positive Cases: 594
In quarantine: 343
Local contacts: 251(Details of local contacts will be shared by concerned District Administration)
District Wise Cases:
1. Angul: 37
2. Balasore: 34
3. Bargarh: 14
4. Bhadrak: 11
5. Balangir: 42— I & PR Department, Odisha (@IPR_Odisha) November 27, 2020
6. Boudh: 3
7. Cuttack: 55
8. Deogarh: 3
9. Dhenkanal: 2
10. Gajapati: 1
11. Ganjam: 8
12. Jagatsinghpur: 24
13. Jajpur: 10
14. Jharsuguda: 27
15. Kalahandi: 20
16. Kandhamal: 7
17. Kendrapada: 16
18. Keonjhar: 19
19. Khurda: 56
20. Malkangiri: 6
21. Mayurbhanj: 42— I & PR Department, Odisha (@IPR_Odisha) November 27, 2020
22. Nawarangpur: 1
23. Nayagarh: 4
24. Nuapada: 25
25. Puri: 37
26. Rayagada: 5
27. Sambalpur: 17
28. Sonepur: 3
29. Sundargarh: 55
30. State Pool: 10New recoveries: 737
Cumulative tested: 5777570
Positive: 317239
Recovered: 308839
Active cases: 6629— I & PR Department, Odisha (@IPR_Odisha) November 27, 2020