ସନ୍ଷ୍ଟାର ଟିଭି ବ୍ୟୁରୋ
ଆଜି ହେଉଛି ‘ଓ୍ବାର୍ଲଡ ହେଲୋ ଡେ’ । ୧୯୭୩ରୁ ନଭେମ୍ବର ୨୧ରୁ ପ୍ରତିବର୍ଷ ବିଶ୍ବ ସ୍ତରରେ ପାଳନ କରାଯାଉଛି ‘ଓ୍ବାର୍ଲଡ ହେଲୋ ଡେ’ ।ସାରା ବିଶ୍ବରେ ଶାନ୍ତି ପ୍ରତିଷ୍ଠା କରିବା ଏହି ଦିବସର ଲକ୍ଷ୍ୟ । ଭାବ ଆଦାନ ପ୍ରଦାନ ବା ଯୋଗାଯୋଗର ଆରମ୍ଭ ହୁଏ ଏଇ ହେଲୋ ଶବ୍ଦରୁ ।୧୮୦ରୁ ଅଧିକ ଦେଶରେ ପାଳନ ହେଉଛି ଏହି ଦିବସ ।୪୮ ବର୍ଷ ହେଲା ଏହି ଦିବସ ପାଳନ କରାଯାଉଛି । ୧୯୭୩ରେ ଇଜିପ୍ଟ ଏବଂ ଇସ୍ରାଇଲ୍ ଯୁଦ୍ଧର ସମାପ୍ତି ପରେ ଏହି ଶବ୍ଦର ବ୍ୟବହାର ହୋଇଥିଲା ।