ସନ୍ଷ୍ଚାର ଟିଭି ବ୍ୟୁରୋ
ଭୁବନେଶ୍ବର: ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଦଳର ଛାତ୍ର ସଙ୍ଗଠନକୁ ଅଧିକରୁ ଅଧିକ ସୁଦୃଢ଼ ଓ କ୍ରିୟାଶୀଳ କରିବା ପାଇଁ ବିଜୁ ଛାତ୍ର ଜନତା ଦଳର ସଭାପତି ତଥା ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଦେବୀ ରଞ୍ଜନ ତ୍ରିପାଠୀ ସମସ୍ତ ସାଙ୍ଗଠନିକ ଜିଲ୍ଲା ପାଇଁ ଜଣେ ଜଣେ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି ଦେଇଛନ୍ତି।
କାହାକୁ ମିଳିଲା ଦାୟିତ୍ବ
- କେନ୍ଦ୍ରାପଡା- ବିଶ୍ବ ପ୍ରତାପ ସାହୁ
- ଯାଜପୁର-ଅଜିତ ବେହେରା
- ଖୋର୍ଦ୍ଧା-ସ୍ବାଗତିକା ମହାନ୍ତି
- କଟକ- ଅପୁର୍ବା ଅପରୁପା
- ଢେଙ୍କାନାଳ –ପ୍ରଦୋଶ ପରିଡା
- କଟକ ସିଟି- ବିଜୟ ବସନ୍ତିଆ
- ରାଉରକେଲା-ଅଭିନାଶ ପଟେଲ
- ଗଞାମ-ଭବାନୀ ଶଙ୍କର ସାହୁ
- ବାଲେଶ୍ବର-ଚିନ୍ମୟ ଦାସ
- ଭୁବନେଶ୍ବର –କମଲ ଜ୍ୟୋତି ଦାସ
- କେଉଁଝର –ଅଭିଶେକ ବେହେରା
- ଭଦ୍ରକ-ସମ୍ବିତ ବେହେରା
- କୋରାପୁଟ-ମନୋଜ କୁମାର ଦୋରା
- ଦେଓଗଡ – ରବିନ୍ଦ୍ର ପ୍ରଧାନ
- କନ୍ଧମାଳ- ସୁଜିତ ପାଲଟାସିଂହ
- ବରଗଡ- ସୁଭ୍ରାଂଶୁ ପାଢୀ
- ଗଜପତି- ଶ୍ରୀଚନ୍ଦନ ପାତ୍ର
- ସୋନପୁର- ଅରୁପ ଶ୍ରୀଚନ୍ଦନ
- ମୟୁରଭଞ ୧-ସୋମ୍ୟ ରଞନ ମହାପାତ୍ର
- ଅନୁଗୁଳ- ସଂଜୀବ ପୃଷ୍ଟି
- ରାୟଗଡା- ଶକ୍ତି ରଥ
- ନୟାଗଡ-ନାରାୟଣ ସିଂ
- ସମ୍ବଲପୁର – ଗୌରବ ବାରିକି
- ନୂଆପଡା- ଆଶିଷ ରଞନ ମହାପାତ୍ର
- କଳାହାଣ୍ଡି- ରକି ଦାସ
- ଜଗତସିଂହପୁର- ସୁମନ ବେହେରା
- ନବରଙ୍ଗପୁର- ବିନାୟକ ପଲେଇ
- ବୌଦ୍ଧ- ସୁମନ କୁମାର ନନ୍ଦ
- ବଲାଙ୍ଗିର- ସ୍ଥିତ ପ୍ରଜ୍ଞା ପଣ୍ଡା
- ପୁରୀ- ରଣଜୀତ ଦାସ
- ମୟୁରଭଞ ୨- ଅମରେନ୍ଦ୍ର ଧଳ
- ଝାରସୁଗୁଡା- ଶିବାଜୀ ନାୟକ
- ମାଲକାନଗିରି- ଶତ୍ରୁଘ୍ନ ମହାନଦିଆ
- ସୁନ୍ଦରଗଡ-ଅଭିକ କୁମାର