ସନ୍ଷ୍ଟାର ଟିଭି ବ୍ୟୁରୋ
ଜୈନାଚର୍ଯ୍ୟ ଶ୍ରୀ ବିଜୟ ବଲ୍ଲଭ ଶୁରିଶ୍ବର ଜି ମହାରାଜଙ୍କ ୧୫୧ ଜନ୍ମ ବାର୍ଷିକରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫର୍ସିଙ୍ଗ ଜରିଆରେ ବିଜୟ ବଲ୍ଲଭଙ୍କ ଏକ ମୂର୍ତ୍ତି ଉଦଘାଟନ କରିଛନ୍ତି । ଯାହାକୁ ମୋଦି ‘ଷ୍ଟାଚୁ ଅଫ୍ ପିସ’ ବା ‘ଶାନ୍ତିର ମୂର୍ତ୍ତି’ ବୋଲି ମାନ୍ୟତା ଦେଇଛନ୍ତି । ଏହି ମୂର୍ତ୍ତିର ଉଚ୍ଚତା ରହିଛି ୧୫୧ ଇଞ୍ଚ । ଅଷ୍ଟଧାତୁରେ ନିର୍ମିତ ଏହି ମୂର୍ତ୍ତିଟି ରାଜସ୍ଥାନର ପାଲିଠାରେ ଅବସ୍ଥିତ।
ଶ୍ରୀ ବିଜୟ ବଲ୍ଲଭ ଶୁରିଶ୍ବର ଜଣେ ଜୈନ ସାଧୁ ଅଟନ୍ତି । ସେ ନିଃସ୍ବାର୍ଥପର ଓ ଉତ୍ସର୍ଗୀକୃତ ଭାବରେ ଜୈନ ଗୁରୁ ମହାବୀରଙ୍କ ବାଣୀକୁ ପ୍ରଚାର କରିବା ସହ ସମାଜ କଲ୍ୟାଣ ଦିଗରେ ଅନେକ କାର୍ଯ୍ୟ କରିଥିଲେ ।
जिस प्रकार आजादी के आंदोलन की पीठिका भक्ति आंदोलन से शुरू हुई, वैसे ही आत्मनिर्भर भारत की पीठिका हमारे संत-महंत-आचार्य तैयार कर सकते हैं।
हर व्यक्ति तक वोकल फॉर लोकल का संदेश पहुंचते रहना चाहिए। मैं संतों-महापुरुषों से विनम्र निवेदन करता हूं कि आइए, हम इसके लिए आगे बढ़ें। pic.twitter.com/2i0YuLvWgU
— Narendra Modi (@narendramodi) November 16, 2020
At 12:30 today afternoon, will unveil the ‘Statue of Peace’ to mark the 151st Jayanti celebrations of Jainacharya Shree Vijay Vallabh Surishwer Ji Maharaj. Do watch the programme.
— Narendra Modi (@narendramodi) November 16, 2020