ସନଷ୍ଟାର ଟିଭି ବ୍ୟୁରୋ
କରୋନା ସମୟରେ ବାହାର ଖାଦ୍ୟ ଖାଇବା ନିରାପଦ ନୁହେଁ ।ତେଣୁ ଆଜି ହିଁ ଘରେ ବନାନ୍ତୁ କୋଲ୍ଡ କଫି ।
ଆବଶ୍ୟକୀୟ ସାମଗ୍ରୀ
କ୍ଷୀର
କଫି ପାଉଡର
ଫ୍ରେସ କ୍ରିମ
ଚିନି
ଚକୋଲେଟ
ଆଇସ୍
ପ୍ରସ୍ତୁତି ପ୍ରଣାଳୀ
– ପ୍ରଥମେ କ୍ଷୀର, କଫି ପାଉଡର, କ୍ରିମ, ଚିନି ଏବଂ ଆଇସକୁ ଭଲଭାବେ ଗ୍ରାଇଣ୍ଡିଙ୍ଗ କରିଦିଅନ୍ତୁ,
– ତାପରେ ଏକ ଗ୍ଲାସ ଆଣି ସେଥିରେ ଚକୋଲେଟକୁ ଚାରିପଟେ ଲଗାଇ ଦିଅନ୍ତୁ
– ତାପରେ ସେଥିରେ ମିକସ କରି ରଖିଥିବା ପେଷ୍ଟକୁ ଢାଳି ଦିଅନ୍ତୁ
– ଶେଷରେ ଉପରେ ଅଳ୍ପ କଫି ପାଉଡରକୁ ଗାର୍ନିସିଙ୍ଗ କରିଦିଅନ୍ତୁ
– ଏବେ ଆପଣଙ୍କ ସ୍ୱାଦିଷ୍ଟ କୋଲଡ଼ କଫି ପ୍ରସ୍ତୁତ ହୋଇଗଲା ।